or_tn/rom/13/02.md

8 lines
726 B
Markdown

# that authority
ସେହି ସରକାରୀ ଅଧିକାରୀ ବା “ସେହି ଅଧିକାରୀ ଯାହାକୁ ଈଶ୍ବର କ୍ଷମତାରେ ରଖିଅଛନ୍ତି”
# those who oppose it will receive judgment on themselves
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି, ପରମେଶ୍ବର ସେମାନଙ୍କର ବିଚାର କରିବେ” (ଦେଖା:[[rc://*/ta/man/translate/figs-activepassive]])