or_tn/rom/13/02.md

726 B

that authority

ସେହି ସରକାରୀ ଅଧିକାରୀ ବା “ସେହି ଅଧିକାରୀ ଯାହାକୁ ଈଶ୍ବର କ୍ଷମତାରେ ରଖିଅଛନ୍ତି”

those who oppose it will receive judgment on themselves

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସରକାରୀ ଅଧିକାରୀଙ୍କୁ ବିରୋଧ କରନ୍ତି, ପରମେଶ୍ବର ସେମାନଙ୍କର ବିଚାର କରିବେ” (ଦେଖା:rc://*/ta/man/translate/figs-activepassive)