or_tn/rom/12/19.md

1.2 KiB

give way to his wrath

ଏଠାରେ “କ୍ରୋଧ”ଈଶ୍ବରଙ୍କ ଦଣ୍ଡର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଦଣ୍ଡିତ କରନ୍ତୁ” (ଦେଖ:rc://*/ta/man/translate/figs-metonymy)

For it is written

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ କେହି ଜଣେ ଲେଖିଅଛନ୍ତି” (ଦେଖ:rc://*/ta/man/translate/figs-activepassive)

Vengeance belongs to me; I will repay

ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ଈଶ୍ବର ତାହାଙ୍କ ଲୋକମାନଙ୍କଠାରୁ ପ୍ରତିଶୋଧ ନେବା ବିଷୟରେ ଗୁରୁତ୍ବ ଦିଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ନିଶ୍ଚିତଭାବରେ ତୁମ୍ଭମାନଙ୍କର ପ୍ରତିଶୋଧ ନେବା” (ଦେଖ:rc://*/ta/man/translate/figs-parallelism)