or_tn/rom/12/19.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# give way to his wrath
ଏଠାରେ “କ୍ରୋଧ”ଈଶ୍ବରଙ୍କ ଦଣ୍ଡର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଦଣ୍ଡିତ କରନ୍ତୁ” (ଦେଖ:[[rc://*/ta/man/translate/figs-metonymy]])
# For it is written
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ କେହି ଜଣେ ଲେଖିଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]])
# Vengeance belongs to me; I will repay
ଏହି ଦୁଇଟି ବାକ୍ୟାଂଶର ଅର୍ଥ ମୌଳିକଭାବରେ ସମାନ ଅଟେ ଓ ଈଶ୍ବର ତାହାଙ୍କ ଲୋକମାନଙ୍କଠାରୁ ପ୍ରତିଶୋଧ ନେବା ବିଷୟରେ ଗୁରୁତ୍ବ ଦିଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ନିଶ୍ଚିତଭାବରେ ତୁମ୍ଭମାନଙ୍କର ପ୍ରତିଶୋଧ ନେବା” (ଦେଖ:[[rc://*/ta/man/translate/figs-parallelism]])