or_tn/rom/12/02.md

16 lines
1.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Do not be conformed to this world
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜଗତ ବ୍ୟବହାର କଳା ଭଳି ତୁମ୍ଭେମାନେ ବ୍ୟବହାର କର ନାହିଁ” କିମ୍ବା ) “ଜଗତ ଚିନ୍ତା କଲା ଭଳି ତୁମ୍ଭେମାନେ ଚିନ୍ତା କର ନାହିଁ I ” (ଦେଖ:[[rc://*/ta/man/translate/figs-metaphor]])
# Do not be conformed
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କ’ଣ କରିବା ଓ କ’ଣ ଚିନ୍ତା କରିବା, ସେ ବିଷୟରେ ଜଗତ ତୁମ୍ଭମାନଙ୍କୁ ନ କହୁ” କିମ୍ବା ) “ଜଗତ ଯାହା କରେ, ତୁମ୍ଭେମାନେସେହିପରି କାର୍ଯ୍ୟ କରିବାକୁ ନିଜକୁ ପ୍ରବର୍ତ୍ତାଅ ନାହିଁ” (ଦେଖ:[[rc://*/ta/man/translate/figs-activepassive]])
# this world
ଏହା ଜଗତରେ ବାସ କରୁଥିବା ଅବିଶ୍ବାସୀମାନଙ୍କୁ ଦର୍ଶାଏ । (ଦେଖ:[[rc://*/ta/man/translate/figs-metonymy]])
# but be transformed by the renewal of your mind
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ଭାବନା ଓ ଆଚରଣକୁ ବଦଳାନ୍ତୁ” (ଦେଖ:[[rc://*/ta/man/translate/figs-activepassive]])