or_tn/rom/12/02.md

1.6 KiB
Raw Permalink Blame History

Do not be conformed to this world

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଜଗତ ବ୍ୟବହାର କଳା ଭଳି ତୁମ୍ଭେମାନେ ବ୍ୟବହାର କର ନାହିଁ” କିମ୍ବା ) “ଜଗତ ଚିନ୍ତା କଲା ଭଳି ତୁମ୍ଭେମାନେ ଚିନ୍ତା କର ନାହିଁ I ” (ଦେଖ:rc://*/ta/man/translate/figs-metaphor)

Do not be conformed

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କ’ଣ କରିବା ଓ କ’ଣ ଚିନ୍ତା କରିବା, ସେ ବିଷୟରେ ଜଗତ ତୁମ୍ଭମାନଙ୍କୁ ନ କହୁ” କିମ୍ବା ) “ଜଗତ ଯାହା କରେ, ତୁମ୍ଭେମାନେସେହିପରି କାର୍ଯ୍ୟ କରିବାକୁ ନିଜକୁ ପ୍ରବର୍ତ୍ତାଅ ନାହିଁ” (ଦେଖ:rc://*/ta/man/translate/figs-activepassive)

this world

ଏହା ଜଗତରେ ବାସ କରୁଥିବା ଅବିଶ୍ବାସୀମାନଙ୍କୁ ଦର୍ଶାଏ । (ଦେଖ:rc://*/ta/man/translate/figs-metonymy)

but be transformed by the renewal of your mind

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ଭାବନା ଓ ଆଚରଣକୁ ବଦଳାନ୍ତୁ” (ଦେଖ:rc://*/ta/man/translate/figs-activepassive)