or_tn/rom/11/35.md

840 B

Or who has first given anything to God, that God must repay him?

ପାଉଲ ତାହାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ପ୍ରଥମେ ପ୍ରାପ୍ତ ନ ହୋଇ ଈଶ୍ବରଙ୍କୁ କେହି କେବେ କିଛି ଦେଇ ନାହାନ୍ତି” (ଦେଖ:rc://*/ta/man/translate/figs-rquestion) * **କାରଣ ତାହାଙ୍କଠାରୁ III ତାହାଙ୍କ ଦ୍ବାରା IIIତାହାଙ୍କ ପ୍ରତି ** -ଏଠାରେ, ଉଲ୍ଲେଖ ହୋଇଥିବା ସବୁ “ତାହାଙ୍କ” ଈଶ୍ବରଙ୍କୁ ଦର୍ଶାଏ I