or_tn/rom/11/35.md

4 lines
840 B
Markdown
Raw Permalink Normal View History

2020-11-19 00:15:53 +00:00
# Or who has first given anything to God, that God must repay him?
ପାଉଲ ତାହାଙ୍କ ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କଠାରୁ ପ୍ରଥମେ ପ୍ରାପ୍ତ ନ ହୋଇ ଈଶ୍ବରଙ୍କୁ କେହି କେବେ କିଛି ଦେଇ ନାହାନ୍ତି” (ଦେଖ:[[rc://*/ta/man/translate/figs-rquestion]]) * **କାରଣ ତାହାଙ୍କଠାରୁ III ତାହାଙ୍କ ଦ୍ବାରା IIIତାହାଙ୍କ ପ୍ରତି ** -ଏଠାରେ, ଉଲ୍ଲେଖ ହୋଇଥିବା ସବୁ “ତାହାଙ୍କ” ଈଶ୍ବରଙ୍କୁ ଦର୍ଶାଏ I