or_tn/rom/11/34.md

1.3 KiB

For who has known the mind of the Lord or who has become his advisor?

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ପ୍ରଭୁଙ୍କ ପରି କେହି ଜଣେ ହେଲେ ବୁଦ୍ଧିମାନ ନୁହନ୍ତି I ତୁମ୍ଭେମାନେ ଏହାକୁ ଗୋଟିଏ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ହେଲ ସୁଦ୍ଧା ପ୍ରଭୁଙ୍କ ମନ କେବେ ଜାଣିପାରି ନାହିଁ, ଓ କେହି ହେଲେ ମଧ୍ୟ ତାହାଙ୍କ ପରାମର୍ଶଦାତା ହୋଇପାରି ନାହିଁ I ” (ଦେଖ:rc://*/ta/man/translate/figs-rquestion)

the mind of the Lord

ଏଠାରେ “ମନ” ଜାଣିବା ବିଷୟକୁ ବା ଚିନ୍ତା କରିବା ବିଷୟ ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମସ୍ତ ବିଷୟ ପ୍ରଭୁ ଜାଣନ୍ତି” ବା “ପ୍ରଭୁ ଯେଉଁ ବିଷୟରେ ଚିନ୍ତା କରନ୍ତି” (ଦେଖ:rc://*/ta/man/translate/figs-metonymy)