# For who has known the mind of the Lord or who has become his advisor? ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ପ୍ରଭୁଙ୍କ ପରି କେହି ଜଣେ ହେଲେ ବୁଦ୍ଧିମାନ ନୁହନ୍ତି I ତୁମ୍ଭେମାନେ ଏହାକୁ ଗୋଟିଏ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜଣେ ହେଲ ସୁଦ୍ଧା ପ୍ରଭୁଙ୍କ ମନ କେବେ ଜାଣିପାରି ନାହିଁ, ଓ କେହି ହେଲେ ମଧ୍ୟ ତାହାଙ୍କ ପରାମର୍ଶଦାତା ହୋଇପାରି ନାହିଁ I ” (ଦେଖ:[[rc://*/ta/man/translate/figs-rquestion]]) # the mind of the Lord ଏଠାରେ “ମନ” ଜାଣିବା ବିଷୟକୁ ବା ଚିନ୍ତା କରିବା ବିଷୟ ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ସମସ୍ତ ବିଷୟ ପ୍ରଭୁ ଜାଣନ୍ତି” ବା “ପ୍ରଭୁ ଯେଉଁ ବିଷୟରେ ଚିନ୍ତା କରନ୍ତି” (ଦେଖ:[[rc://*/ta/man/translate/figs-metonymy]])