or_tn/rom/11/27.md

466 B

I will take away their sins

ଏଠାରେ ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ବସ୍ତୁ, ଯାହାକୁ ଜଣେ କେହି ଦୂରକୁ ନେଇଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ସେମାନଙ୍କ ପାପସବୁ ହରଣ କରିବା” (ଦେଖ:rc://*/ta/man/translate/figs-metaphor)