# I will take away their sins ଏଠାରେ ପାଉଲ ପାପ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକ ବସ୍ତୁ, ଯାହାକୁ ଜଣେ କେହି ଦୂରକୁ ନେଇଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ସେମାନଙ୍କ ପାପସବୁ ହରଣ କରିବା” (ଦେଖ:[[rc://*/ta/man/translate/figs-metaphor]])