or_tn/rom/11/26.md

2.3 KiB

Connecting Statement:

ପାଉଲ କହନ୍ତି ଯେ ଈଶ୍ବରଙ୍କ ମହିମା ପାଇଁ ଏକ ଉଦ୍ଧାରକର୍ତ୍ତା ଇଶ୍ରାୟେଲରୁ ଜାତ ହେବେ I

Thus all Israel will be saved

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଈଶ୍ବର ସମସ୍ତ ଇଶ୍ରାୟେଲକୁ ଉଦ୍ଧାର କରିବେ” (ଦେଖ:rc://*/ta/man/translate/figs-activepassive)

just as it is written

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଲେଖାଅଛି” (ଦେଖ:rc://*/ta/man/translate/figs-activepassive)

Out of Zion

ଏଠାରେ “ସିୟୋନ”ର ବ୍ୟବହାର ଏକ ଉପମା ରୂପରେ ସେହି ସ୍ଥାନ ପାଇଁ କରାଯାଇଛି, ଯେଉଁଠାରେ ଈଶ୍ବର ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରୁ ଈଶ୍ବର ଯିହୂଦୀମାନଙ୍କ ମଧ୍ୟରେ ଅଛନ୍ତି” (ଦେଖ:rc://*/ta/man/translate/figs-metonymy)

the Deliverer

ଯେ ନିଜର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣନ୍ତି

He will remove ungodliness

ପାଉଲ ଅଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ତାହା ଏକ ବସ୍ତୁ ଅଟେ, ଯାହାକୁ ହୁଏତ,ଜଣେ ନିଜର ବସ୍ତ୍ର ବାହାର କଲାପରି କେହି ଜଣେ ବାହାର କରିପାରିବ I (ଦେଖ:rc://*/ta/man/translate/figs-metaphor)

from Jacob

ଏଠାରେ “ଯାକୁବ” ର ବ୍ୟବହାର ଇଶ୍ରାୟେଲ ପାଇଁ ଏକ ଉପମା ରୂପରେ କରାଯାଇଛି I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲୀୟ ଲୋକମାନଙ୍କ ଠାରୁ” (ଦେଖ:rc://*/ta/man/translate/figs-metonymy)