# Connecting Statement: ପାଉଲ କହନ୍ତି ଯେ ଈଶ୍ବରଙ୍କ ମହିମା ପାଇଁ ଏକ ଉଦ୍ଧାରକର୍ତ୍ତା ଇଶ୍ରାୟେଲରୁ ଜାତ ହେବେ I # Thus all Israel will be saved ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଈଶ୍ବର ସମସ୍ତ ଇଶ୍ରାୟେଲକୁ ଉଦ୍ଧାର କରିବେ” (ଦେଖ:[[rc://*/ta/man/translate/figs-activepassive]]) # just as it is written ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଲେଖାଅଛି” (ଦେଖ:[[rc://*/ta/man/translate/figs-activepassive]]) # Out of Zion ଏଠାରେ “ସିୟୋନ”ର ବ୍ୟବହାର ଏକ ଉପମା ରୂପରେ ସେହି ସ୍ଥାନ ପାଇଁ କରାଯାଇଛି, ଯେଉଁଠାରେ ଈଶ୍ବର ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁଠାରୁ ଈଶ୍ବର ଯିହୂଦୀମାନଙ୍କ ମଧ୍ୟରେ ଅଛନ୍ତି” (ଦେଖ:[[rc://*/ta/man/translate/figs-metonymy]]) # the Deliverer ଯେ ନିଜର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣନ୍ତି # He will remove ungodliness ପାଉଲ ଅଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ତାହା ଏକ ବସ୍ତୁ ଅଟେ, ଯାହାକୁ ହୁଏତ,ଜଣେ ନିଜର ବସ୍ତ୍ର ବାହାର କଲାପରି କେହି ଜଣେ ବାହାର କରିପାରିବ I (ଦେଖ:[[rc://*/ta/man/translate/figs-metaphor]]) # from Jacob ଏଠାରେ “ଯାକୁବ” ର ବ୍ୟବହାର ଇଶ୍ରାୟେଲ ପାଇଁ ଏକ ଉପମା ରୂପରେ କରାଯାଇଛି I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲୀୟ ଲୋକମାନଙ୍କ ଠାରୁ” (ଦେଖ:[[rc://*/ta/man/translate/figs-metonymy]])