or_tn/rom/11/20.md

909 B

their ... they

“ସେମାନଙ୍କର” ଓ “ସେମାନେ” ସର୍ବନାମଗୁଡିକ ଯିହୂଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସ କରନ୍ତି ନାହିଁ I

but you stand firm because of your faith

ବିଶ୍ବସ୍ତ ରହିଥିବା ବିଜାତିମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଦୃଢଭାବରେ ଠିଆ ହୋଇଛନ୍ତି ଓ ସେମାନଙ୍କୁ କେହି ହେଲେ ହଲାଇ ପାରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭମାନଙ୍କର ବିଶ୍ବାସ ସକାଶେ ତୁମ୍ଭେମାନେ ରହିଅଛ” (ଦେଖ:rc://*/ta/man/translate/figs-metaphor)