8 lines
909 B
Markdown
8 lines
909 B
Markdown
|
# their ... they
|
||
|
|
||
|
“ସେମାନଙ୍କର” ଓ “ସେମାନେ” ସର୍ବନାମଗୁଡିକ ଯିହୂଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସ କରନ୍ତି ନାହିଁ I
|
||
|
|
||
|
# but you stand firm because of your faith
|
||
|
|
||
|
ବିଶ୍ବସ୍ତ ରହିଥିବା ବିଜାତିମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଦୃଢଭାବରେ ଠିଆ ହୋଇଛନ୍ତି ଓ ସେମାନଙ୍କୁ କେହି ହେଲେ ହଲାଇ ପାରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ତୁମ୍ଭମାନଙ୍କର ବିଶ୍ବାସ ସକାଶେ ତୁମ୍ଭେମାନେ ରହିଅଛ” (ଦେଖ:[[rc://*/ta/man/translate/figs-metaphor]])
|