or_tn/rom/11/19.md

1.4 KiB

Branches were broken off

ଏଠାରେ “ଶାଖାଗୁଡିକ” ଯିହୂଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ଯାହାକୁ ଈଶ୍ବର ଏବେ ଅଗ୍ରାହ୍ୟ କରିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଶାଖାଗୁଡିକୁ ଭାଙ୍ଗି ଦେଇଅଛନ୍ତି” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

I might be grafted in

ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଇବାପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯେଉଁମାନଙ୍କୁ ଈଶ୍ବର ଗ୍ରହଣ କରିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ମୋତେ ସଂଯୁକ୍ତ କରିପାରିବେ” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])