or_tn/rom/11/19.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Branches were broken off
ଏଠାରେ “ଶାଖାଗୁଡିକ” ଯିହୂଦୀମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ଯାହାକୁ ଈଶ୍ବର ଏବେ ଅଗ୍ରାହ୍ୟ କରିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଶାଖାଗୁଡିକୁ ଭାଙ୍ଗି ଦେଇଅଛନ୍ତି” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# I might be grafted in
ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଇବାପାଇଁ ପାଉଲ ଏହି ବାକ୍ୟାଂଶକୁ ବ୍ୟବହାର କରନ୍ତି, ଯେଉଁମାନଙ୍କୁ ଈଶ୍ବର ଗ୍ରହଣ କରିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ମୋତେ ସଂଯୁକ୍ତ କରିପାରିବେ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])