or_tn/rom/11/10.md

4 lines
753 B
Markdown

# bend their backs continually
ଏଠାରେ “ସେମାନଙ୍କ ପୃଷ୍ଠ କୁବ୍ଜ କରି ରଖ” ଯାହା ଦାସମାନଙ୍କୁ ସେମାନଙ୍କ ପିଠି ଉପରେ ଭାରୀ ବୋଝ ବୋହିବା ପାଇଁ ବାଧ୍ୟ କରିବାର ଏକ ଉପମା ଅଟେ I ଏହା ସେମାନଙ୍କୁ ପୀଡା ଦେବାର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଭାରୀ ବୋଝ ଉଠାଉଥିବା ଲୋକମାନଙ୍କ ପରି ସେମାନଙ୍କୁ କଷ୍ଟ ବା ଦୁଃଖ ଦିଅ” (ଦେଖ:[[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])