or_tn/rom/11/10.md

753 B

bend their backs continually

ଏଠାରେ “ସେମାନଙ୍କ ପୃଷ୍ଠ କୁବ୍ଜ କରି ରଖ” ଯାହା ଦାସମାନଙ୍କୁ ସେମାନଙ୍କ ପିଠି ଉପରେ ଭାରୀ ବୋଝ ବୋହିବା ପାଇଁ ବାଧ୍ୟ କରିବାର ଏକ ଉପମା ଅଟେ I ଏହା ସେମାନଙ୍କୁ ପୀଡା ଦେବାର ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଭାରୀ ବୋଝ ଉଠାଉଥିବା ଲୋକମାନଙ୍କ ପରି ସେମାନଙ୍କୁ କଷ୍ଟ ବା ଦୁଃଖ ଦିଅ” (ଦେଖ:[[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])