or_tn/rom/11/02.md

12 lines
1.0 KiB
Markdown

# whom he foreknew
ଯାହାକୁ ସେ ପୂର୍ବରୁ ଜାଣିଥିଲେ
# Do you not know what the scripture says about Elijah, how he pleaded with God against Israel?
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଅଛ ଯେ ଶାସ୍ତ୍ରରେ କ’ଣ ଲେଖାଅଛି ଯେତେବେଳେ ଏଲିୟ ଇଶ୍ରାୟେଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ବିନତି କରିଥିଲେ” (ଦେଖ:[[rc://*/ta/man/translate/figs-rquestion]])
# what the scripture says
ପାଉଲ ଶାସ୍ତ୍ର ବିଷୟରେ ଏପରି ଉଲ୍ଲେଖ କରନ୍ତି ଯେ ସତେ ଯେପରି ସେଗୁଡିକ କଥା କହିବାକୁ ସକ୍ଷମ I (ଦେଖ:[[rc://*/ta/man/translate/figs-personification]])