or_tn/rom/11/02.md

1.0 KiB

whom he foreknew

ଯାହାକୁ ସେ ପୂର୍ବରୁ ଜାଣିଥିଲେ

Do you not know what the scripture says about Elijah, how he pleaded with God against Israel?

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଅଛ ଯେ ଶାସ୍ତ୍ରରେ କ’ଣ ଲେଖାଅଛି ଯେତେବେଳେ ଏଲିୟ ଇଶ୍ରାୟେଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ବିନତି କରିଥିଲେ” (ଦେଖ:rc://*/ta/man/translate/figs-rquestion)

what the scripture says

ପାଉଲ ଶାସ୍ତ୍ର ବିଷୟରେ ଏପରି ଉଲ୍ଲେଖ କରନ୍ତି ଯେ ସତେ ଯେପରି ସେଗୁଡିକ କଥା କହିବାକୁ ସକ୍ଷମ I (ଦେଖ:rc://*/ta/man/translate/figs-personification)