or_tn/rom/10/21.md

686 B

All the day long

ଈଶ୍ବରଙ୍କ ନିରନ୍ତର ପ୍ରୟାଶକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି “ନିରନ୍ତର”

I reached out my hands to a disobedient and stubborn people

ମୁଁ ତୁମ୍ଭମାନଙ୍କୁ ସ୍ବାଗତ କରିବାକୁ ଓ ତୁମ୍ଭମାନଙ୍କର ସାହାଯ୍ୟ କରିବାକୁ ଚେଷ୍ଟା କଲି, କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ପାଇବାକୁ ମନା କଲ ଓ ଅବଜ୍ଞା ଜାରି ରଖିଲ