# All the day long ଈଶ୍ବରଙ୍କ ନିରନ୍ତର ପ୍ରୟାଶକୁ ଗୁରୁତ୍ବ ଦେବାପାଇଁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି “ନିରନ୍ତର” # I reached out my hands to a disobedient and stubborn people ମୁଁ ତୁମ୍ଭମାନଙ୍କୁ ସ୍ବାଗତ କରିବାକୁ ଓ ତୁମ୍ଭମାନଙ୍କର ସାହାଯ୍ୟ କରିବାକୁ ଚେଷ୍ଟା କଲି, କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ପାଇବାକୁ ମନା କଲ ଓ ଅବଜ୍ଞା ଜାରି ରଖିଲ