or_tn/rom/10/20.md

1.4 KiB

General Information:

ଏଠାରେ “ମୁଁ” “ମୋତେ,” ଓ “ମୋର” ଶବ୍ଦଗୁଡିକ ଈଶ୍ବରଙ୍କୁ ଦର୍ଶାଏ I

Then Isaiah was very bold when he says

ଏହାର ଅର୍ଥ ହେଉଛି ଯେ ଈଶ୍ବର ଯାହା କହିଥିଲେ, ଯିଶାଇୟ ଭବିଷ୍ୟତବକ୍ତା ତାହା ଲେଖିଲେ I

I was found by those who did not seek me

ଭବିଷ୍ୟତବକ୍ତାମାନେ ଅନେକ ସମୟରେ ଭବିଷ୍ୟତ ବିଷୟରେ କହନ୍ତି ଯେ ସତେ ଯେପରି ସେହି ସମସ୍ତ ଘଟି ସାରିଛି I ଏହା ଜୋର୍ ଦିଏ ଯେ ଭବିଷ୍ୟବାଣୀ ନିଶ୍ଚିତ ରୂପେ ସତ୍ୟ ହେବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦିଓ ବିଜାତି ଲୋକମାନେ ମୋତେ ଖୋଜିବେ ନାହିଁ, ସେମାନେ ମୋତେ ପାଇବେ” (ଦେଖ:rc://*/ta/man/translate/figs-activepassive)

I appeared

ମୁଁ ନିଜକୁ ଜାଣାଇଲି

he says

“ସେ” ଈଶ୍ବରଙ୍କୁ ଦର୍ଶାଏ, ଯେ କି ଯିଶାଇୟଙ୍କ ଦ୍ବାର କଥା କହୁଛନ୍ତି I