# General Information: ଏଠାରେ “ମୁଁ” “ମୋତେ,” ଓ “ମୋର” ଶବ୍ଦଗୁଡିକ ଈଶ୍ବରଙ୍କୁ ଦର୍ଶାଏ I # Then Isaiah was very bold when he says ଏହାର ଅର୍ଥ ହେଉଛି ଯେ ଈଶ୍ବର ଯାହା କହିଥିଲେ, ଯିଶାଇୟ ଭବିଷ୍ୟତବକ୍ତା ତାହା ଲେଖିଲେ I # I was found by those who did not seek me ଭବିଷ୍ୟତବକ୍ତାମାନେ ଅନେକ ସମୟରେ ଭବିଷ୍ୟତ ବିଷୟରେ କହନ୍ତି ଯେ ସତେ ଯେପରି ସେହି ସମସ୍ତ ଘଟି ସାରିଛି I ଏହା ଜୋର୍ ଦିଏ ଯେ ଭବିଷ୍ୟବାଣୀ ନିଶ୍ଚିତ ରୂପେ ସତ୍ୟ ହେବ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦିଓ ବିଜାତି ଲୋକମାନେ ମୋତେ ଖୋଜିବେ ନାହିଁ, ସେମାନେ ମୋତେ ପାଇବେ” (ଦେଖ:[[rc://*/ta/man/translate/figs-activepassive]]) # I appeared ମୁଁ ନିଜକୁ ଜାଣାଇଲି # he says “ସେ” ଈଶ୍ବରଙ୍କୁ ଦର୍ଶାଏ, ଯେ କି ଯିଶାଇୟଙ୍କ ଦ୍ବାର କଥା କହୁଛନ୍ତି I