or_tn/rom/10/18.md

8 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# But I say, ""Did they not hear?"" Yes, most certainly
ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, ମୁଁ କହୁଅଛି ଯିହୂଦୀମାନେ ନିଶ୍ଚିତ ରୂପରେ ଖ୍ରୀଷ୍ଟଙ୍କ ସୁସମ୍ବାଦ ବିଷୟରେ ଶୁଣିଅଛନ୍ତି” (ଦେଖ: [[rc://*/ta/man/translate/figs-rquestion]]ଓ [[rc://*/ta/man/translate/figs-quotations]])
# Their sound has gone out into all the earth, and their words to the ends of the world.
ଉଭୟ ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥକୁ ପ୍ରକାଶ କରେ ଓ ପାଉଲ ସେମାନଙ୍କୁ ଗୁରୁତ୍ବ ଦେବାପାଇଁ ବ୍ୟବହାର କରନ୍ତି I “ସେମାନଙ୍କୁ” ଶବ୍ଦଟି ସୂଯ୍ୟ, ଚନ୍ଦ୍ର, ଓ ତାରାଗୁଡିକୁ ଦର୍ଶାଏ I ଏଠାରେ ସେମାନଙ୍କୁ ମାନବ ଦୂତ ରୂପରେ ବର୍ଣ୍ଣିତ କରାଯାଇଛି, ଯେଉଁମାନେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ କହନ୍ତି I ଏହା ନିଦର୍ଶନ କରେ ଯେ କିପରି ସେମାନଙ୍କର ଅସ୍ତିତ୍ବ ଈଶ୍ବରଙ୍କର ଶକ୍ତି ଓ ମହିମାକୁ ପ୍ରକାଶ କରେ । ପାଉଲ ଶାସ୍ତ୍ରରୁ ଉଦ୍ଧୃତ କରିବା ବିଷୟକୁ ତୁମ୍ଭେମାନେ ଏଠାରେ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଲେଖାଅଛି, ସୂଯ୍ୟ, ଚନ୍ଦ୍ର, ଓ ତାରାଗୁଡିକ ଈଶ୍ବରଙ୍କ ଶକ୍ତି ଓ ମହିମାର ପ୍ରମାଣ ଅଟନ୍ତି, ଓ ଜଗତର ପ୍ରତ୍ୟେକ ଲୋକ ସେମାନଙ୍କୁ ଦେଖନ୍ତି ଓ ଈଶ୍ବରଙ୍କ ସତ୍ୟକୁ ବିଷୟରେ ଜାଣନ୍ତିI” (ଦେଖ:[[rc://*/ta/man/translate/figs-parallelism]] ଓ [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-explicit]])