or_tn/rom/10/18.md

2.5 KiB
Raw Permalink Blame History

But I say, ""Did they not hear?"" Yes, most certainly

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ, ମୁଁ କହୁଅଛି ଯିହୂଦୀମାନେ ନିଶ୍ଚିତ ରୂପରେ ଖ୍ରୀଷ୍ଟଙ୍କ ସୁସମ୍ବାଦ ବିଷୟରେ ଶୁଣିଅଛନ୍ତି” (ଦେଖ: [[rc:///ta/man/translate/figs-rquestion]]ଓ [[rc:///ta/man/translate/figs-quotations]])

Their sound has gone out into all the earth, and their words to the ends of the world.

ଉଭୟ ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥକୁ ପ୍ରକାଶ କରେ ଓ ପାଉଲ ସେମାନଙ୍କୁ ଗୁରୁତ୍ବ ଦେବାପାଇଁ ବ୍ୟବହାର କରନ୍ତି I “ସେମାନଙ୍କୁ” ଶବ୍ଦଟି ସୂଯ୍ୟ, ଚନ୍ଦ୍ର, ଓ ତାରାଗୁଡିକୁ ଦର୍ଶାଏ I ଏଠାରେ ସେମାନଙ୍କୁ ମାନବ ଦୂତ ରୂପରେ ବର୍ଣ୍ଣିତ କରାଯାଇଛି, ଯେଉଁମାନେ ଲୋକମାନଙ୍କୁ ଈଶ୍ବରଙ୍କ ବିଷୟରେ କହନ୍ତି I ଏହା ନିଦର୍ଶନ କରେ ଯେ କିପରି ସେମାନଙ୍କର ଅସ୍ତିତ୍ବ ଈଶ୍ବରଙ୍କର ଶକ୍ତି ଓ ମହିମାକୁ ପ୍ରକାଶ କରେ । ପାଉଲ ଶାସ୍ତ୍ରରୁ ଉଦ୍ଧୃତ କରିବା ବିଷୟକୁ ତୁମ୍ଭେମାନେ ଏଠାରେ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ଶାସ୍ତ୍ରରେ ଲେଖାଅଛି, ସୂଯ୍ୟ, ଚନ୍ଦ୍ର, ଓ ତାରାଗୁଡିକ ଈଶ୍ବରଙ୍କ ଶକ୍ତି ଓ ମହିମାର ପ୍ରମାଣ ଅଟନ୍ତି, ଓ ଜଗତର ପ୍ରତ୍ୟେକ ଲୋକ ସେମାନଙ୍କୁ ଦେଖନ୍ତି ଓ ଈଶ୍ବରଙ୍କ ସତ୍ୟକୁ ବିଷୟରେ ଜାଣନ୍ତିI” (ଦେଖ:[[rc:///ta/man/translate/figs-parallelism]] ଓ [[rc:///ta/man/translate/figs-personification]] ଓ rc://*/ta/man/translate/figs-explicit)