or_tn/rom/10/16.md

1.2 KiB

not all of them obeyed

ଏଠାରେ “ସେମାନେ” ଯିହୂଦୀମାନଙ୍କୁ ଦର୍ଶାଏ I “ସମସ୍ତ ଯିହୂଦୀମାନେ ପାଳନ କଲେ ନାହିଁ”

Lord, who has believed our message?

ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯିଶାଇୟ ଭବିଷ୍ୟତବାଣୀ କରି ଶାସ୍ତ୍ରରେ କହନ୍ତି ଯେ ଅନେକ ଯିହୂଦୀମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ନାହିଁ I ତୁମ୍ଭେମାନେ ଏକ ବୟାନ ରୂପରେ ଏହାର ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ସେମାନଙ୍କ ମଧ୍ୟରୁ ଅନେକେ ଆମ୍ଭମାନଙ୍କ ସୁସମ୍ବାଦ ବିଶ୍ବାସ କରନ୍ତି ନାହିଁ” (ଦେଖ:rc://*/ta/man/translate/figs-rquestion)

our message

ଏଠାରେ “ଆମ୍ଭମାନଙ୍କ” ଈଶ୍ବର ଓ ଯିଶାଇୟଙ୍କୁ ଦର୍ଶାଏ I