or_tn/rom/10/16.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# not all of them obeyed
ଏଠାରେ “ସେମାନେ” ଯିହୂଦୀମାନଙ୍କୁ ଦର୍ଶାଏ I “ସମସ୍ତ ଯିହୂଦୀମାନେ ପାଳନ କଲେ ନାହିଁ”
# Lord, who has believed our message?
ପାଉଲ ଗୁରୁତ୍ବ ଦେବାପାଇଁ ଏହି ପ୍ରଶ୍ନର ବ୍ୟବହାର କରନ୍ତି ଯେ ଯିଶାଇୟ ଭବିଷ୍ୟତବାଣୀ କରି ଶାସ୍ତ୍ରରେ କହନ୍ତି ଯେ ଅନେକ ଯିହୂଦୀମାନେ ଯୀଶୁଙ୍କଠାରେ ବିଶ୍ବାସ କରିବେ ନାହିଁ I ତୁମ୍ଭେମାନେ ଏକ ବୟାନ ରୂପରେ ଏହାର ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ସେମାନଙ୍କ ମଧ୍ୟରୁ ଅନେକେ ଆମ୍ଭମାନଙ୍କ ସୁସମ୍ବାଦ ବିଶ୍ବାସ କରନ୍ତି ନାହିଁ” (ଦେଖ:[[rc://*/ta/man/translate/figs-rquestion]])
# our message
ଏଠାରେ “ଆମ୍ଭମାନଙ୍କ” ଈଶ୍ବର ଓ ଯିଶାଇୟଙ୍କୁ ଦର୍ଶାଏ I