16 lines
2.4 KiB
Markdown
16 lines
2.4 KiB
Markdown
# How then can they call on him in whom they have not believed?
|
|
|
|
ଯେଉଁମାନେ ଖ୍ରୀଷ୍ଟଙ୍କ ଶୁଭ ସମ୍ବାଦ ଶୁଣି ନାହାନ୍ତି, ସେମାନଙ୍କୁ ଜଣାଇବା ବିଷୟରେ ଜୋର୍ ଦେବାପାଇଁ ପାଉଲ ଏକ ପ୍ରଶ୍ନର ବ୍ୟବହାର କରନ୍ତି। “ସେମାନେ” ଶବ୍ଦଟି ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଏପର୍ଯ୍ୟନ୍ତ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି ନାହିଁ, ସେମାନେ ତାହାଙ୍କୁ ଡାକି ପାରିବେ ନାହିଁ !” (ଦେଖ:[[rc://*/ta/man/translate/figs-rquestion]])
|
|
|
|
# How can they believe in him of whom they have not heard?
|
|
|
|
ପାଉଲ ସମାନ ଅର୍ଥ କହିବା ପାଇଁ ଅନ୍ୟ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ ଆଉ ସେମାନେ ତାହାଙ୍କଠାରେ ବିଶ୍ବାସ କରିପାରିବେ ନାହିଁ, ଯଦି ସେମାନେ ତାହାଙ୍କ ସୁସମ୍ବାଦ ଶୁଣି ନାହାନ୍ତି” ବା “ଆଉ ସେମାନେ ତାହାଙ୍କଠାରେ ବିଶ୍ବାସ କରିପାରିବେ ନାହିଁ, ଯଦି ସେମାନେ ତାହାଙ୍କ ବିଷୟରେ ସୁସମ୍ବାଦ ଶୁଣି ନାହାନ୍ତି!” (ଦେଖ:[[rc://*/ta/man/translate/figs-rquestion]])
|
|
|
|
# believe in
|
|
|
|
ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ ଯାହା କିଛି କହିଅଛନ୍ତି, ତାହା ସତ୍ୟ ବୋଲି ସ୍ବୀକାର କରିବା
|
|
|
|
# How can they hear without a preacher?
|
|
|
|
ପାଉଲ ସମାନ ଅର୍ଥ କହିବା ପାଇଁ ଅନ୍ୟ ଏକ ପ୍ରଶ୍ନର ବ୍ୟବହାର କରନ୍ତି I I ଅନ୍ୟ ଏକ ଅନୁବାଦରେ: “ଆଉ ଯଦି କେହି ଜଣେ ସେମାନଙ୍କୁ ନ ଜଣାଇଲେ ସେମାନେ ସୁସମ୍ବାଦ ଶୁଣି ପାରିବେ ନାହିଁ!” (ଦେଖ:[[rc://*/ta/man/translate/figs-rquestion]])
|