or_tn/rom/10/14.md

2.4 KiB

How then can they call on him in whom they have not believed?

ଯେଉଁମାନେ ଖ୍ରୀଷ୍ଟଙ୍କ ଶୁଭ ସମ୍ବାଦ ଶୁଣି ନାହାନ୍ତି, ସେମାନଙ୍କୁ ଜଣାଇବା ବିଷୟରେ ଜୋର୍ ଦେବାପାଇଁ ପାଉଲ ଏକ ପ୍ରଶ୍ନର ବ୍ୟବହାର କରନ୍ତି। “ସେମାନେ” ଶବ୍ଦଟି ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଏପର୍ଯ୍ୟନ୍ତ ଈଶ୍ବରଙ୍କର ନୁହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି ନାହିଁ, ସେମାନେ ତାହାଙ୍କୁ ଡାକି ପାରିବେ ନାହିଁ !” (ଦେଖ:rc://*/ta/man/translate/figs-rquestion)

How can they believe in him of whom they have not heard?

ପାଉଲ ସମାନ ଅର୍ଥ କହିବା ପାଇଁ ଅନ୍ୟ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ ଆଉ ସେମାନେ ତାହାଙ୍କଠାରେ ବିଶ୍ବାସ କରିପାରିବେ ନାହିଁ, ଯଦି ସେମାନେ ତାହାଙ୍କ ସୁସମ୍ବାଦ ଶୁଣି ନାହାନ୍ତି” ବା “ଆଉ ସେମାନେ ତାହାଙ୍କଠାରେ ବିଶ୍ବାସ କରିପାରିବେ ନାହିଁ, ଯଦି ସେମାନେ ତାହାଙ୍କ ବିଷୟରେ ସୁସମ୍ବାଦ ଶୁଣି ନାହାନ୍ତି!” (ଦେଖ:rc://*/ta/man/translate/figs-rquestion)

believe in

ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ ଯାହା କିଛି କହିଅଛନ୍ତି, ତାହା ସତ୍ୟ ବୋଲି ସ୍ବୀକାର କରିବା

How can they hear without a preacher?

ପାଉଲ ସମାନ ଅର୍ଥ କହିବା ପାଇଁ ଅନ୍ୟ ଏକ ପ୍ରଶ୍ନର ବ୍ୟବହାର କରନ୍ତି I I ଅନ୍ୟ ଏକ ଅନୁବାଦରେ: “ଆଉ ଯଦି କେହି ଜଣେ ସେମାନଙ୍କୁ ନ ଜଣାଇଲେ ସେମାନେ ସୁସମ୍ବାଦ ଶୁଣି ପାରିବେ ନାହିଁ!” (ଦେଖ:rc://*/ta/man/translate/figs-rquestion)