or_tn/rom/10/12.md

1.4 KiB

For there is no difference between Jew and Greek

ପାଉଲ କହନ୍ତି ଯେ ଈଶ୍ବର ସମସ୍ତ ଲୋକମାନଙ୍କୁଏକ ପ୍ରକାରର ବ୍ୟବହାର ଦେଖାଇବେ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ, ଈଶ୍ବର ଯିହୂଦୀମାନଙ୍କୁ ଓ ଅଣ-ଯିହୂଦୀମାନଙ୍କୁ ସମାନ ପ୍ରକାର ବ୍ୟବହାର ଦେଖାଇବେ” (ଦେଖ:rc://*/ta/man/translate/figs-explicit)

he is rich to all who call upon him

ଏଠାରେ “ସେ ସମୃଦ୍ଧ ଅଟେ” ର ଅର୍ଥ ଈଶ୍ବର ସମୃଦ୍ଧ ରୂପରେ ଆଶୀର୍ବାଦ ଦିଅନ୍ତି I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେ ସମସ୍ତଙ୍କୁ ସେ ସମୃଦ୍ଧ ଭାବରେ ଆଶୀର୍ବାଦ ଦିଅନ୍ତି” (ଦେଖ:rc://*/ta/man/translate/figs-explicit)