# For there is no difference between Jew and Greek ପାଉଲ କହନ୍ତି ଯେ ଈଶ୍ବର ସମସ୍ତ ଲୋକମାନଙ୍କୁଏକ ପ୍ରକାରର ବ୍ୟବହାର ଦେଖାଇବେ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ, ଈଶ୍ବର ଯିହୂଦୀମାନଙ୍କୁ ଓ ଅଣ-ଯିହୂଦୀମାନଙ୍କୁ ସମାନ ପ୍ରକାର ବ୍ୟବହାର ଦେଖାଇବେ” (ଦେଖ:[[rc://*/ta/man/translate/figs-explicit]]) # he is rich to all who call upon him ଏଠାରେ “ସେ ସମୃଦ୍ଧ ଅଟେ” ର ଅର୍ଥ ଈଶ୍ବର ସମୃଦ୍ଧ ରୂପରେ ଆଶୀର୍ବାଦ ଦିଅନ୍ତି I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ସେ ସମସ୍ତଙ୍କୁ ସେ ସମୃଦ୍ଧ ଭାବରେ ଆଶୀର୍ବାଦ ଦିଅନ୍ତି” (ଦେଖ:[[rc://*/ta/man/translate/figs-explicit]])