or_tn/rom/10/11.md

1.5 KiB

For scripture says

ପାଉଲ ଶାସ୍ତ୍ର ବିଷୟରେ କହନ୍ତି ଯେ ସତେ ଯେପରିଏହା ଜୀବିତ ଅଟେ ଓ କଥା କହିପାରେ I ତୁମ୍ଭେମାନେ ଏହା ସ୍ପଷ୍ଟ କରିପାରିବ ଯେ ପାଉଲ ଏଠାରେ ବ୍ୟବହାର କରିଥିବା ଶାସ୍ତ୍ର କିଏ ଲେଖିଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଯିଶାଇୟ ଶାସ୍ତ୍ରରେ ଲେଖିଥିଲେ” (ଦେଖ:[[rc:///ta/man/translate/figs-personification]] ଓ [[rc:///ta/man/translate/figs-explicit]])

Everyone who believes on him will not be put to shame

ଏହା ସମାନ ଅଟେ: “ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସେମାନେ ଲଜ୍ଜିତ ହେବେ।“ଗୁରୁତ୍ବ ଦେବାପାଇଁ ଏଠାରେ ନାକାରାତ୍ମକ ବିଷୟ ବ୍ୟବହାର କରାଯାଇଛି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ସମ୍ମାନିତ କରିବେ” (ଦେଖ:rc://*/ta/man/translate/figs-activepassive)