or_tn/rom/10/11.md

8 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# For scripture says
ପାଉଲ ଶାସ୍ତ୍ର ବିଷୟରେ କହନ୍ତି ଯେ ସତେ ଯେପରିଏହା ଜୀବିତ ଅଟେ ଓ କଥା କହିପାରେ I ତୁମ୍ଭେମାନେ ଏହା ସ୍ପଷ୍ଟ କରିପାରିବ ଯେ ପାଉଲ ଏଠାରେ ବ୍ୟବହାର କରିଥିବା ଶାସ୍ତ୍ର କିଏ ଲେଖିଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଯିଶାଇୟ ଶାସ୍ତ୍ରରେ ଲେଖିଥିଲେ” (ଦେଖ:[[rc://*/ta/man/translate/figs-personification]] ଓ [[rc://*/ta/man/translate/figs-explicit]])
# Everyone who believes on him will not be put to shame
ଏହା ସମାନ ଅଟେ: “ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ସେମାନେ ଲଜ୍ଜିତ ହେବେ।“ଗୁରୁତ୍ବ ଦେବାପାଇଁ ଏଠାରେ ନାକାରାତ୍ମକ ବିଷୟ ବ୍ୟବହାର କରାଯାଇଛି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ସମ୍ମାନିତ କରିବେ” (ଦେଖ:[[rc://*/ta/man/translate/figs-activepassive]])