or_tn/rom/10/09.md

1.3 KiB

if with your mouth you confess Jesus as Lord

ଯଦି ତୁମ୍ଭେମାନେ ସ୍ବୀକାର କରୁଛ ଯେ ଯୀଶୁ ପ୍ରଭୁ ଅଟନ୍ତି

believe in your heart

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ମନୁଷ୍ୟର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମନରେ ବିଶ୍ବାସ କର” କିମ୍ବା “ପ୍ରକୃତରେ ବିଶ୍ବାସ କର” (ଦେଖ:rc://*/ta/man/translate/figs-metonymy)

raised him from the dead

ଏଠାରେ ଉଠାଇଲେ “ପୁନର୍ବାର ଜୀବିତ କଲେ” ନିମନ୍ତେ ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ:rc://*/ta/man/translate/figs-idiom)

you will be saved

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ” (ଦେଖ:rc://*/ta/man/translate/figs-activepassive)