or_tn/rom/10/09.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# if with your mouth you confess Jesus as Lord
ଯଦି ତୁମ୍ଭେମାନେ ସ୍ବୀକାର କରୁଛ ଯେ ଯୀଶୁ ପ୍ରଭୁ ଅଟନ୍ତି
# believe in your heart
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ମନୁଷ୍ୟର ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ମନରେ ବିଶ୍ବାସ କର” କିମ୍ବା “ପ୍ରକୃତରେ ବିଶ୍ବାସ କର” (ଦେଖ:[[rc://*/ta/man/translate/figs-metonymy]])
# raised him from the dead
ଏଠାରେ ଉଠାଇଲେ “ପୁନର୍ବାର ଜୀବିତ କଲେ” ନିମନ୍ତେ ଏକ ରୂଢ଼ି ଅଟେ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କୁ ପୁନର୍ବାର ଜୀବିତ କଲେ” (ଦେଖ:[[rc://*/ta/man/translate/figs-idiom]])
# you will be saved
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଉଦ୍ଧାର କରିବେ” (ଦେଖ:[[rc://*/ta/man/translate/figs-activepassive]])