or_tn/rom/10/08.md

20 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# But what does it say?
“ଏହା” ଶବ୍ଦଟି [ରୋମୀୟ ୧୦:୬](II/୧୦/୬Imd)ର “ଧାର୍ମିକତା”କୁ ଦର୍ଶାଏ I ଏଠାରେ ପାଉଲ “ଧାର୍ମିକତା”କୁ ଜଣେ କଥା କହୁଥିବା ବ୍ୟକ୍ତି ପରି ବର୍ଣ୍ଣନା କରନ୍ତି I ‍‍‍‍‍‍‍‍‍‍‍‍‍‍‍‍‍‍‍ପାଉଲ ଯାହା କହିବାକୁ ଯାଉଅଛନ୍ତି, ତାହାକୁ ଜୋର୍ ଦେବାପାଇଁ ସେ ଏକ ପ୍ରଶ୍ନ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୋଶା ଏହା କହନ୍ତି” (ଦେଖ:[[rc://*/ta/man/translate/figs-personification]] ଓ [[rc://*/ta/man/translate/figs-rquestion]])
# The word is near you
ପାଉଲ ପରମେଶ୍ବରଙ୍କ ସୁସମାଚାର ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ବ୍ୟକ୍ତି ଅଟେ, ଯେ କି ଚାଲିପାରିବ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସୁସମାଚାର ଶୁଣିଅଛ” (ଦେଖ:[[rc://*/ta/man/translate/figs-personification]])
# The word is ... in your mouth
“ମୁଖ” ଶବ୍ଦଟି ଏକ ଉପମା ଅଟେ, ଯାହା ଜଣେ ବ୍ୟକ୍ତି କହୁଥିବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଛ ଯେ ଈଶ୍ବରଙ୍କ ସୁସମାଚାର କିପରି କୁହାଯାଏ III” (ଦେଖ:[[rc://*/ta/man/translate/figs-metonymy]])
# The word is ... in your heart
“ତୁମ୍ଭମାନଙ୍କ ହୃଦୟରେ” ବାକ୍ୟାଂଶଟି ଗୋଟିଏ ଉପମା ଅଟେ, ଯାହା ଜଣେ ବ୍ୟକ୍ତି କ’ଣ ଚିନ୍ତା ଓ ବିଶ୍ବାସ କରେ, ତାହକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଅଛ ଯେ ଈଶ୍ବରଙ୍କ ସୁସମାଚାରର ଅର୍ଥ କ’ଣ” (ଦେଖ:[[rc://*/ta/man/translate/figs-metonymy]])
# the word of faith
ଈଶ୍ବରଙ୍କ ସୁସମାଚାର ଆମ୍ଭମାନଙ୍କୁ କହେ ଯେ ଆମ୍ଭେମାନେ ତାହାଙ୍କଠାର ବିଶ୍ବାସ କରିବା ଉଚିତ୍