# But what does it say? “ଏହା” ଶବ୍ଦଟି [ରୋମୀୟ ୧୦:୬](II/୧୦/୦୬Imd)ର “ଧାର୍ମିକତା”କୁ ଦର୍ଶାଏ I ଏଠାରେ ପାଉଲ “ଧାର୍ମିକତା”କୁ ଜଣେ କଥା କହୁଥିବା ବ୍ୟକ୍ତି ପରି ବର୍ଣ୍ଣନା କରନ୍ତି I ‍‍‍‍‍‍‍‍‍‍‍‍‍‍‍‍‍‍‍ପାଉଲ ଯାହା କହିବାକୁ ଯାଉଅଛନ୍ତି, ତାହାକୁ ଜୋର୍ ଦେବାପାଇଁ ସେ ଏକ ପ୍ରଶ୍ନ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ମୋଶା ଏହା କହନ୍ତି” (ଦେଖ:[[rc://*/ta/man/translate/figs-personification]] ଓ [[rc://*/ta/man/translate/figs-rquestion]]) # The word is near you ପାଉଲ ପରମେଶ୍ବରଙ୍କ ସୁସମାଚାର ବିଷୟରେ କହନ୍ତି ଯେ ସତେ ଯେପରି ସେ ଜଣେ ବ୍ୟକ୍ତି ଅଟେ, ଯେ କି ଚାଲିପାରିବ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସୁସମାଚାର ଶୁଣିଅଛ” (ଦେଖ:[[rc://*/ta/man/translate/figs-personification]]) # The word is ... in your mouth “ମୁଖ” ଶବ୍ଦଟି ଏକ ଉପମା ଅଟେ, ଯାହା ଜଣେ ବ୍ୟକ୍ତି କହୁଥିବା ବିଷୟକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଛ ଯେ ଈଶ୍ବରଙ୍କ ସୁସମାଚାର କିପରି କୁହାଯାଏ III” (ଦେଖ:[[rc://*/ta/man/translate/figs-metonymy]]) # The word is ... in your heart “ତୁମ୍ଭମାନଙ୍କ ହୃଦୟରେ” ବାକ୍ୟାଂଶଟି ଗୋଟିଏ ଉପମା ଅଟେ, ଯାହା ଜଣେ ବ୍ୟକ୍ତି କ’ଣ ଚିନ୍ତା ଓ ବିଶ୍ବାସ କରେ, ତାହକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜାଣିଅଛ ଯେ ଈଶ୍ବରଙ୍କ ସୁସମାଚାରର ଅର୍ଥ କ’ଣ” (ଦେଖ:[[rc://*/ta/man/translate/figs-metonymy]]) # the word of faith ଈଶ୍ବରଙ୍କ ସୁସମାଚାର ଆମ୍ଭମାନଙ୍କୁ କହେ ଯେ ଆମ୍ଭେମାନେ ତାହାଙ୍କଠାର ବିଶ୍ବାସ କରିବା ଉଚିତ୍