or_tn/rom/09/31.md

831 B

did not arrive at it

ଏହାର ଅର୍ଥ ଯେ ଇଶ୍ରାୟେଲୀୟମାନେ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଚେଷ୍ଟା କରି ଈଶ୍ବରଙ୍କୁ ସନ୍ତୁଷ୍ଟ କଲେ ନାହିଁ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନକରି ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ, କାରଣ ସେମାନେ ବ୍ୟବସ୍ଥାକୁ ପାଳନ କରିପାରିଲେ ନାହିଁ” (ଦେଖ:rc://*/ta/man/translate/figs-explicit)