or_tn/rom/09/31.md

4 lines
831 B
Markdown
Raw Permalink Normal View History

2020-11-19 00:15:53 +00:00
# did not arrive at it
ଏହାର ଅର୍ଥ ଯେ ଇଶ୍ରାୟେଲୀୟମାନେ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଚେଷ୍ଟା କରି ଈଶ୍ବରଙ୍କୁ ସନ୍ତୁଷ୍ଟ କଲେ ନାହିଁ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ପାଳନକରି ସେମାନେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ, କାରଣ ସେମାନେ ବ୍ୟବସ୍ଥାକୁ ପାଳନ କରିପାରିଲେ ନାହିଁ” (ଦେଖ:[[rc://*/ta/man/translate/figs-explicit]])