or_tn/rom/09/25.md

1.7 KiB

Connecting Statement:

ଏହି ଭାଗରେ ପାଉଲ ବର୍ଣ୍ଣନା କରନ୍ତି ଯେ କିପରି ଏକ ଦେଶ ରୂପରେ ଇଶ୍ରାୟେଲର ଅବିଶ୍ବାସ, ଭବିଷ୍ୟତ ବକ୍ତା ହୋଶେୟ ଦ୍ବାରା ସମୟ ପୂର୍ବରୁ କୁହାଯାଇଥିଲା I

As he says also in Hosea

ଏଠାରେ “ସେ”ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ସେହି ପୁସ୍ତକରେ କହନ୍ତି, ଯାହା ହୋଶେୟ ଲେଖିଥିଲେ” (ଦେଖ:rc://*/ta/man/translate/figs-explicit)

Hosea

ହୋଶେୟ ଏକ ଭବିଷ୍ୟତ ବକ୍ତା ଥିଲେ I (ଦେଖ:rc://*/ta/man/translate/translate-names)

I will call my people who were not my people

ଆମ୍ଭେ ଆମ୍ଭର ଲୋକମାନଙ୍କ ପାଇଁ ବାଛିବା, ଯେଉଁମାନେ ଆମ୍ଭର ଲୋକ ନ ଥିଲେ

her beloved who was not beloved

ଏଠାରେ “ତାହାର” ହୋଶେୟଙ୍କ ପତ୍ନୀ ଗୋମରକୁ ଦର୍ଶାଏ, ଯେ ଇଶ୍ରାୟେଲ ଦେଶର ନିଦର୍ଶନ ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଆମ୍ଭେ ପ୍ରେମ କରିନାହୁଁ ଆମ୍ଭେ ତାହାକୁ ପ୍ରେମ କରିବା ନିମନ୍ତେ ବାଛିବା” (ଦେଖ:rc://*/ta/man/translate/figs-activepassive)