# Connecting Statement: ଏହି ଭାଗରେ ପାଉଲ ବର୍ଣ୍ଣନା କରନ୍ତି ଯେ କିପରି ଏକ ଦେଶ ରୂପରେ ଇଶ୍ରାୟେଲର ଅବିଶ୍ବାସ, ଭବିଷ୍ୟତ ବକ୍ତା ହୋଶେୟ ଦ୍ବାରା ସମୟ ପୂର୍ବରୁ କୁହାଯାଇଥିଲା I # As he says also in Hosea ଏଠାରେ “ସେ”ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେପରି ଈଶ୍ବର ସେହି ପୁସ୍ତକରେ କହନ୍ତି, ଯାହା ହୋଶେୟ ଲେଖିଥିଲେ” (ଦେଖ:[[rc://*/ta/man/translate/figs-explicit]]) # Hosea ହୋଶେୟ ଏକ ଭବିଷ୍ୟତ ବକ୍ତା ଥିଲେ I (ଦେଖ:[[rc://*/ta/man/translate/translate-names]]) # I will call my people who were not my people ଆମ୍ଭେ ଆମ୍ଭର ଲୋକମାନଙ୍କ ପାଇଁ ବାଛିବା, ଯେଉଁମାନେ ଆମ୍ଭର ଲୋକ ନ ଥିଲେ # her beloved who was not beloved ଏଠାରେ “ତାହାର” ହୋଶେୟଙ୍କ ପତ୍ନୀ ଗୋମରକୁ ଦର୍ଶାଏ, ଯେ ଇଶ୍ରାୟେଲ ଦେଶର ନିଦର୍ଶନ ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଆମ୍ଭେ ପ୍ରେମ କରିନାହୁଁ ଆମ୍ଭେ ତାହାକୁ ପ୍ରେମ କରିବା ନିମନ୍ତେ ବାଛିବା” (ଦେଖ:[[rc://*/ta/man/translate/figs-activepassive]])