or_tn/rom/09/24.md

768 B

also for us

“ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ ସାଥୀ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-inclusive)

called

ଏଠାରେ “ଆହ୍ବାନ କଲେ”ର ଅର୍ଥ ଈଶ୍ବର ନିଯୁକ୍ତ କରିଅଛନ୍ତି ବା ଲୋକମାନଙ୍କୁ ତାହାଙ୍କ ସେବକ ହେବା ନିମନ୍ତେ ଓ ଯୀଶୁଙ୍କ ଦ୍ବାରା ହିଁ ପରିତ୍ରାଣ ଥିବା ସୁସମ୍ବାଦକୁ ପ୍ରଚାର କରିବା ନିମନ୍ତେ ତାହାଙ୍କ ସନ୍ତାନ ହେବାପାଇଁ ମନୋନୀତ କରିଅଛନ୍ତି I