or_tn/rom/09/24.md

8 lines
768 B
Markdown
Raw Permalink Normal View History

2020-11-19 00:15:53 +00:00
# also for us
“ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ ସାଥୀ ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-inclusive]])
# called
ଏଠାରେ “ଆହ୍ବାନ କଲେ”ର ଅର୍ଥ ଈଶ୍ବର ନିଯୁକ୍ତ କରିଅଛନ୍ତି ବା ଲୋକମାନଙ୍କୁ ତାହାଙ୍କ ସେବକ ହେବା ନିମନ୍ତେ ଓ ଯୀଶୁଙ୍କ ଦ୍ବାରା ହିଁ ପରିତ୍ରାଣ ଥିବା ସୁସମ୍ବାଦକୁ ପ୍ରଚାର କରିବା ନିମନ୍ତେ ତାହାଙ୍କ ସନ୍ତାନ ହେବାପାଇଁ ମନୋନୀତ କରିଅଛନ୍ତି I