or_tn/rom/09/10.md

455 B

our father

ପାଉଲ ଇସହାକକୁ “ଆମ୍ଭମାନଙ୍କର ପିତା” ରୂପରେ ଦର୍ଶାନ୍ତି, କାରଣ ଇସହାକ ପାଉଲଙ୍କ ଓ ରୋମରେ ଥିବା ଯିହୂଦୀ ବିଶ୍ବାସୀମାନଙ୍କ ପୂର୍ବପୁରୁଷ ଥିଲେ I(ଦେଖ:rc://*/ta/man/translate/figs-inclusive)

had conceived

ଗର୍ଭବତୀ ହୋଇଥିଲେ