# our father ପାଉଲ ଇସହାକକୁ “ଆମ୍ଭମାନଙ୍କର ପିତା” ରୂପରେ ଦର୍ଶାନ୍ତି, କାରଣ ଇସହାକ ପାଉଲଙ୍କ ଓ ରୋମରେ ଥିବା ଯିହୂଦୀ ବିଶ୍ବାସୀମାନଙ୍କ ପୂର୍ବପୁରୁଷ ଥିଲେ I(ଦେଖ:[[rc://*/ta/man/translate/figs-inclusive]]) # had conceived ଗର୍ଭବତୀ ହୋଇଥିଲେ