or_tn/rom/09/04.md

846 B

They are Israelites

ସେମାନେ, ମୋ ପରି, ଇଶ୍ରାୟେଲୀୟ ଅଟନ୍ତି I ଈଶ୍ବର ସେମାନଙ୍କୁ ଯାକୁବଙ୍କ ସନ୍ତାନଗଣ ହେବାପାଇଁ ବାଛିଅଛନ୍ତି

They have adoption

ଇଶ୍ରାୟେଲୀୟମାନେ ଈଶ୍ବରଙ୍କର ସନ୍ତାନ ପରି ଅଟନ୍ତି ବୋଲି ଦର୍ଶାଇବାକୁ ଏଠାରେ ପାଉଲ “ପୋଷ୍ୟ ପୁତ୍ର” ରୂପକର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର ପରମେଶ୍ବର ଅଛନ୍ତି ଯେ କି ସେମାନଙ୍କର ପିତା ସ୍ବରୂପ ଅଟନ୍ତି” (ଦେଖ:rc://*/ta/man/translate/figs-metaphor)