or_tn/rom/09/04.md

8 lines
846 B
Markdown
Raw Permalink Normal View History

2020-11-19 00:15:53 +00:00
# They are Israelites
ସେମାନେ, ମୋ ପରି, ଇଶ୍ରାୟେଲୀୟ ଅଟନ୍ତି I ଈଶ୍ବର ସେମାନଙ୍କୁ ଯାକୁବଙ୍କ ସନ୍ତାନଗଣ ହେବାପାଇଁ ବାଛିଅଛନ୍ତି
# They have adoption
ଇଶ୍ରାୟେଲୀୟମାନେ ଈଶ୍ବରଙ୍କର ସନ୍ତାନ ପରି ଅଟନ୍ତି ବୋଲି ଦର୍ଶାଇବାକୁ ଏଠାରେ ପାଉଲ “ପୋଷ୍ୟ ପୁତ୍ର” ରୂପକର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କର ପରମେଶ୍ବର ଅଛନ୍ତି ଯେ କି ସେମାନଙ୍କର ପିତା ସ୍ବରୂପ ଅଟନ୍ତି” (ଦେଖ:[[rc://*/ta/man/translate/figs-metaphor]])